Type Here to Get Search Results !
🟢 ବ୍ରେକିଂ ନ୍ୟୁଜ
Header ADS

ଦିବଙ୍ଗତ ଶିକ୍ଷୟତ୍ରୀ ଙ୍କ ପାରିବାରକୁ ସହାୟତା

 ଦିବଙ୍ଗତ ଶିକ୍ଷୟତ୍ରୀ ଙ୍କ ପାରିବାରକୁ ସହାୟତା


ଧରାକୋଟ ବ୍ଲକର ଜାନବିଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ଥିବାବେଳେ ଆସମୟରେ ପରଲୋକ ଘଟିଥିବା ଶିକ୍ଷୟତ୍ରୀ ସ୍ବର୍ଗତ ନନ୍ଦିନୀ ତ୍ରିପାଠୀଙ୍କ   ଧରାକୋଟ ସ୍ଥିତ ପୈତୃକ  ବାସ ଭାବନରେ ତାଙ୍କର ଦୁଇ ସନ୍ତାନ ତେଜସ୍ୱୀ ଓ ରୋଷନି ଙ୍କୁ ତାଙ୍କ ଆଈ ମାଆ ଓ ପରିବାର ଲୋକଙ୍କ ଉପସ୍ଥିତ ରେ ଧରାକୋଟ ବ୍ଲକ ଲେଭେଲ ଭି (ଏକ୍ସ କ୍ୟାଡ଼ର  ) ଶିକ୍ଷକ ସଂଘ ତରଫରୁ ସଭାପତି ଅରୁଣ କୁମାର ପଟ୍ଟନାୟକ, ସମ୍ପାଦକ ସନ୍ତୋଷ କୁମାର ସ୍ୱାଇଁ, ଉପସଭାପତି ରାଜୀବ ଲୋଚନ ପ୍ରଧାନ, ସନ୍ତୋଷ କୁମାର ପାଣିଗ୍ରାହୀ, ଅମୀୟ କୁମାର ହୋତା ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତିରେ ସଂଘ ପକ୍ଷରୁ (ପଚିଶି ହଜାର ଟଙ୍କା )  ସହାୟତା ରାଶି  ଶୋକ ସନ୍ତପ ପରିବାର କୁ ପ୍ରଦାନ  କରିବା ସହ ଗଭୀର ଶୋକ ପ୍ରକାଶ  କରି ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହାସହ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ ଓ ଅନ୍ୟାନ୍ୟ ଅର୍ଥ ଯେପରି ପାରିବାର ବର୍ଗ ଙ୍କୁ ମିଳିବ ସେଥିପାଇଁ ସଂଘ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.